mobile header

ଇଣ୍ଡିଗୋ ସହ ୫୧ କେ ଜି ଗଂଜେଇ ଜବତ, ଜଣେ ଗିରଫ

ଫୁଲବାଣୀ -01/07 ସଦର ପୋଲିସ କୁ ମିଳିଛିପୁଣି ଏକ ସଫଳତା l ଫୁଲବାଣୀ ସଦର ପୋଲିସ ଗୌଡପଡା ଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଂଜେଇ ଜବତ କରିଛି l ଏଥି ରେ ସ୍ଥାନୀୟ ପେଂଜି ସାହିର v. ରମେଶ ନାମକ ଜଣେ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ତେଵେ ଅନ୍ୟ ଜଣେ ଘଟଣା ସ୍ଥଳ ରୂ ଫେରାର ହୋଇଯାଇଥିଲl ଏ ନେଇ ସଦର ପୋଲିସ 103/22 ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି lସୂଚନା ଯୋଗ୍ୟ ଯେ ପୂର୍ବରୁ ସୂଚନା ପାଇ ସଦର ପୋଲିସ ଟିମ ଚଢ଼ାଉ କରି ଜବତ କରିଥିଲା

Leave A Reply

Your email address will not be published.