mobile header

ବନ୍ଧଗଡ଼ ରେ ୬୩ ତମ ବନ ମହୋ ତ୍ସବ ପାଳିତ

ଫୁଲବାଣୀ -01/07 ଶୁକ୍ରବାର ଫୁଲବାଣୀ ବନଖଣ୍ଡ ଅଧିନସ୍ତ ବନ୍ଧଗଡ଼ ଠାରେ ୬୩ ତମ ବନ ମହୋତ୍ସବ ପାଳିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ଫରେଷ୍ଟର ସରୋଜ କୁମାର ମିଶ୍ର ଓ ବନରଖିପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ lଗ୍ରାମ ର ମହିଳା ସଙ୍ଘ, ବନସୁରକ୍ଷା ସମିତି ରସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ବୃକ୍ଷ ଚାରା ରୋପଣ କରିଥିଲେ lଏହିଅବସରରେ ବନ ବିଭାଗ ପକ୍ଷରୁ ଗ୍ରାମବାସୀ ଙ୍କୁ ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା l

Leave A Reply

Your email address will not be published.