mobile header

ଘର ଉପରେ ଗଛ ପଡି ଘର ନଷ୍ଟ

ପଡିଆ, ପଡିଆ ବ୍ଲକ୍ ର କଲଦାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ଗ୍ରାମରେ ଅପରାହ୍ନ ତିନିଟା ସମୟ ରେ ଏକ ତେନ୍ତୁଳି ଗଛ କେସେ ପଡ଼ିୟମି ଘର ଉପରେ ପଡ଼ି ଘର ବାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଛି l ଖବର ପାଇ ଅଗ୍ନିଶମ ବିଭାଗ ଅଧିକାରୀ ବିରେନ୍ଦ୍ର ସିଂହ ଙ୍କ ନେତୃତ୍ବରେ କର୍ମଚାରୀ ପ୍ରକାଶ ନାୟକ, ସୁଶାନ୍ତ ସାହୁ, ପ୍ରଶାନ୍ତ ମାଝୀ,ଭଗବାନ ଓ ବିନୋଦ ବେହେରା ପହଞ୍ଚି ଗଛ କାଟି ସଫା କରିଥିଲେ l

Leave A Reply

Your email address will not be published.