mobile header

ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀ ଙ୍କୁ ଭେଟିଲେ ମାଲକାନଗିରି ପୌର।ଧକ୍ଷ

ମାଲକାନଗିରି
ମାନ୍ୟବର ମନ୍ତ୍ରୀ ଗୃହ ଓ ନଗର

ଉର୍ନୟନ ବିଭାଗ ଓଡିଶା.ଶ୍ରୀମତୀ.ଉଷା ଦେବି ଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ମାଲକାନଗିରି ପୋୖର ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବାରିକ ସାକ୍ଷାତ କରି ମାଲକାନଗିରି ପୋୖର ପରିଷଦ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ବିଭିନ୍ନ ସମସ୍ୟା ମନ୍ତ୍ରୀ ମହୋଦୟାଙ୍କୁ ଜଣାଇଥିଲେ । ମାଲକାନଗିରି। ପୌରପରିଷଦ ଅଧିନସ୍ତ ୧୯ ଟି ୱ।ର୍ଡ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ବିକାଶ ମୂଳକ କାର୍ଯ୍ୟ ସଂପର୍କ ରେ ମାନ୍ୟବର ମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.