
ଆଜି ବୌଦ୍ଧ ଜ଼ୀଲ୍ଲା ମୋଡେଲ ଡିଗ୍ରୀ କଲେଜ ଠାରେ ମୋ କଲେଜ ଅଭିୟାନ ଅନ୍ତର୍ଗତ ପୁରସ୍କାର ବିତରଣୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ SP ଜ୍ଞାନରଞ୍ଜନ ମହାନ୍ତି ଏବଂ Dipro ରିତା ବଳିଆରୀ ସିଂଙ୍ଗ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ପ୍ରତିଯୋଗିତା ରେ ବିଜୟି ହେଇଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।