

ଚିତ୍ରକୋଣ୍ଡା-୦୭/୦୭/୨୨
ଆଙ୍କର-ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନର୍ଗତ rsc-13 ଗ୍ରାମରେ ପହଂଚି ଥିଲେ କଂଗ୍ରେସ ପ୍ରଦେଶ କମିଟିର 4ଜଣିଆ ଅନୁସନ୍ଧାନ କମିଟି ପହଞ୍ଚିଥିଲେ।ଏହି ବର୍ଷ ଜୁନ 7 ତାରିଖର ରାତିରେ ଚିତ୍ରକୋଣ୍ଡା sdpo ଅଂଶୁମାନ ମାନ ଟ୍ନେତୃତ୍ୱରେ ସମୟ 1ଘଂଟା ରାତିରେ rsc 13, rsc 10,rsc11 ଓ ପୁରୁଣା ପାଣି ଗ୍ରାମରେ ପଶି ବିନା ମହିଳା ପୋଲିସ ଉପସ୍ଥିତ ରେ ପଶି ଗଂଜେଇ ନାମ ବରବର୍ତା କରିଥିଲେ।ଚିତ୍ରକୋଣ୍ଡା ପୋଲିସ ଅଧିକା ଆକ୍ରୋଶ ମୂଳକ ପଦକ୍ଷେପ ନେଇଥିଲେ ଏପରିକି ବୃଦ୍ଧା ମହିଳା,ଗର୍ଭବତୀ ମହିଳା ଓ ନାବାଳିକା ମଧ୍ୟ ବର୍ତ୍ତି ନଥିଲେ ଆଦିବାସୀ ମାଁନଙ୍କୁ ।ଜାଗା ଅଜାଗାରେ ନଦେଖି ମାଡ଼ ମାରିଥିଲେଜୁନ 20 ତାରିଖରେ ଗଣ ବିକ୍ଷୋଭ କରି ଚିତ୍ରକୋଣ୍ଡା ପୋଲିସ ଥାନା କୁ ଭଙ୍ଗାରୁଜା କରି 18 କଂଗ୍ରେସ କର୍ମୀଙ୍କୁ ଜେଲ ଯାଇଥିଲେ।ଏହି କମିଟିର ତାର ବାହିନୀ ନେତୃତ୍ୱରେ ସନ୍ତୋଷ ସିଙ୍ଘ ସାଲୁଜା,କଣ୍ଟାବାଞ୍ଜି ବିଧାୟକଅଧିରାଜ ପାଣିଗ୍ରାହୀ,ଖରିଆର ବିଧାୟକରାଜନ ଏକ୍କା ରାଇରାଙ୍ଗ ପୁର ବିଧାୟକ ଅନୁସନ୍ଧାନ କମିଟିର ସଦସ୍ୟ ଥିଲେ।ଏହି କଂଗ୍ରେସ ଅନୁସନ୍ଧାନ କମିଟି ସମ୍ପୃଣ ତଥ୍ୟ ସଂଗ୍ରହ କରି ମାଲକାନଗିରି sp ପ୍ରଦାନ sdpo ଙ୍କୁ କାର୍ଯ୍ୟ ରୁ ବହିଷ୍କାର ପାଇଁ ଦାବି କରିବେ ଓ ବିଧାନସଭା ଏହି ଘଟଣା ଉପସ୍ଥାପନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି କହିଛନ୍ତି ଶ୍ରୀ ବାହିନୀପତି ଓ ଶ୍ରୀ ସାଲୁଜା।
