mobile header

ସରକାରଙ୍କ ବଡ଼ ନିଷ୍ପତ୍ତି, ଖୁବ ଶୀଘ୍ର ମାଗଣା ରାସନ ବଣ୍ଟନକୁ ବନ୍ଦ କରାଯିବ

ନୂଆଦିଲ୍ଲୀ: ଯଦି ଆପଣ ବି ସରକାରଙ୍କ ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି ତେବେ ଜା ଣିନିଅନ୍ତୁ ଯେ ଖୁବ ଶୀଘ୍ର ଏହି ଯୋଜନା ବନ୍ଦ ହେବାକୁ ଯାଉଛି। ବିଭାଗର କହିବା ଅନୁଯାୟୀ ଏହି ଯୋଜନାକୁ ଆଗକୁ ବଢ଼ାଇବାରେ ଅନେକ ଅସୁବିଧା ହୋଇପାରେ। ତେଣୁ ଏପରି ସ୍ଥିତିରେ ଗରିବଙ୍କ ପାଇଁ ହୋଇଥିବା ଏହି ଯୋଜନାକୁ ବହୁତ ଜଲଦି ବନ୍ଦ କରିହେବ ବୋଲି ଶୁଣିବାକୁ ମିଳିଛି।ଯଦି ଆପଣ ବି ପ୍ରାଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭାର୍ଥୀ ତେବେ ଆପଣଙ୍କ ପାଇଁ ବଡ଼ ଖବର। ଏବେ ସରକାର ଏହି ଯୋଜନା କୁ ବନ୍ଦ କରିବାର ସମ୍ଭାବନା ରହିଛି । ବିଭାଗର ନିଷ୍ପତି ପରେ ସରକାର ଏହି ଯୋଜନାକୁ ବନ୍ଦ କରିବେ ବୋଲି ପ୍ଲାନିଂ ଚାଲିଛି।

Leave A Reply

Your email address will not be published.