mobile header

ଦଶମଶ୍ରେଣୀ ପରୀକ୍ଷା ଫଳାଫଳ ରେ ସରକାରୀ ବିଦ୍ୟାଳୟକୁ ଟୋପିଲା ସରସ୍ଵତି ବିଦ୍ୟା ମନ୍ଦିର


୦୮-୦୭-୨୦୨୨
ମୟୂରଭଞ୍ଜ

ରାଜ୍ୟର ଓଡ଼ିଆ ବୋଡ ରେଜଲ୍ଟ ୦୬.୦୭.୨୦୨୨ ରେ ପ୍ରକାଶିତ ହୋଇଛି। ଏଥିରେ ସାରସକଣା ବ୍ଲକ୍ ରେ ପାର୍ଥକ୍ୟ ଦେଖିବାକୁ ମିଳିଛି। ସରକାରୀ ଓ ଘରଇ ସ୍କୁଲ୍ ମାନଙ୍କ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନ ଙ୍କ ପରୀକ୍ଷା ଫୋଳରେ। ତତ୍ ମଧ୍ୟରୁ ସାରସକଣା ସରଶ୍ଵତୀ ଶିଶୁ ବିଦ୍ୟା ମନ୍ଦିର । ଏହା ୨୦୦୫ ରେ ଆରମ୍ବ ହୋଇ ଥିଲା ବର୍ତତମାନ ୪୪୦ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ବର୍ଷ ସ୍କୁଲ୍ ର ୧୦ମ ବଡ ରେ ୫ମ ବେଚ ରେ ମୋଟ 48ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ A1-୧୦ଜଣ,A2-୨୨,B1-୧୩,B2-୨,C-୧ ଉତ୍ତୀର୍ଣ୍ଣ ହୋଇଛୋନ୍ତି। ତତ୍ ସହିତ ବ୍ଲକ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଏହି ସ୍କୁଲ୍ ର ଛାତ୍ରୀ ତୋଥା. ପାଣ୍ଡରା ନିବାସୀ ବିରଚନ ମହାପାତ୍ର ଙ୍କ ପୁତ୍ରୀ କୋଷିଶ ମହାପାତ୍ର୫୭୯ ନମ୍ବର ରଖି ପ୍ରୋଥମ ସ୍ଥାନ । ସେହିସ୍କୁଲ ଛାତ୍ରୋ ତୋଥା ସାରସକଣା ନିବାସୀ ସଞ୍ଜୟ କୁମାର ଭୋଲ ଙ୍କ ପୁତ୍ର ସତ୍ୟସୁନ୍ଦର ଭୋଳ ୫୬୬ ନମ୍ବର ରଖି ବ୍ଲକ ରେ ଦିତ୍ତିୟ ସ୍ଥାନ ଅଧିକାର କରି ଛନ୍ତି। ଏହି ଖୁସିରେ ବିଦ୍ୟାଳୟ ରେ ଏକ ଶୋଭା ଆୟଜନ ହୋଇଥିଲା ଏଥିରେ ବିଦ୍ୟାଲୟ ପ୍ରୋଧନ ଆଚାର୍ଯ୍ୟ ହରିଶ୍ଚନ୍ଦ୍ର ମହାନ୍ତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନୂତନ ଦିଗ୍ଦର୍ଶନ ଦେଇ ଥିଲେ। ତାପରେ ଛାତ୍ରୋ ଛାତ୍ରୀ ଓ ଆଭିଭାବକ ନିଜ ନିଜ ମୋତ୍ ରଖିଥିଲେ। ଶେଷରେ ସରସକଣା ବଜାରର ପୁରୁଣା ବ୍ୟବସାଇ ତୋଥା ସମାଜସେବୀ ସଞ୍ଜୟ କୁମାର ଭୋଳ ଛାତ୍ରୋ ଛାତ୍ରୀ ମାନଙ୍କୁ ଆଗାମୀ ଦିନ ମାନଙ୍କରେ କେମିତି ଏହି ନାମ ବଜାଇ ରଖିବେ ସେ ବିଷୟରେ ଦିଗ ଦର୍ଶନ ଦେଇ ଥିଲେ।। କିନ୍ତୁ ସାଧାରଣ ରେ ସରକାରୀ ବିଦ୍ୟାଳଗୁଡ଼ିକରେ କିପରି ପାଠ ପୋଢ଼ା ଚାଲିଛି ସେବିସୟରେ ପ୍ରୋସ୍ନ ଉଠୁଛି।

Leave A Reply

Your email address will not be published.