mobile header

କେନ୍ଦ୍ରମନ୍ତ୍ରୀ ଙ୍କୁ ଖଜୁରୀପଡା ରେ ବିପୁଳ ସ୍ଵାଗତ ସମ୍ବର୍ଧନା

ଫୁଲବାଣୀ -10/07
କେନ୍ଦ୍ର ସଂଖ୍ୟା ଲଘୁ ସମ୍ପ୍ରଦାୟ ମନ୍ତ୍ରୀ ଜହନ ବାରଲା ତିନିଦିନିଆ କନ୍ଧମାଳ ଗସ୍ତ ସାରି ଆଜି ଭୁବେନଶ୍ୱର ଯିବାବାଟରେ ଖଜୁରୀପଡା ଠାରେ ବଜେପି ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l ଖଜୁରୀପଡା ଜିଲା ପରିଷଦ ସଭ୍ୟ ଶ୍ରୀମତୀ ଉର୍ବଶୀ ଦିଗଲ, ଅନୁସୂଚିତ ଜାତି କନ୍ଧମାଳ ଜିଲା ମୋର୍ଚା ସଭାପତି ଅନନ୍ତ ଦିଗଲ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l ଜିଲାରେ ବିକାଶ ମୂଳକ କାର୍ଯ୍ୟଯେପରି ଅଧିକ ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବାଲାଗି କେନ୍ଦ୍ରମନ୍ତ୍ରୀ ଯୋହନ ବାରଲା କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.