
କାଲିମେଳା ତା ୧୧/୭ ଆଜି ଏମ :ଭି:୭୯ ର ଅମୃତ ସରୋବର ରେ ପ୍ରଥମ ପର୍ଯ୍ୟାୟରେ ଆଜି ଲଗାଇଲେ 30 ଗୋଟି ନଡ଼ିଆ ଗଛ ।ଅମୃତ ସରୋବର ର ଚତୁର୍ପରସ୍ୟରେ ଲାଗିବ ୧୩୦ ଗୋଟି ନଡ଼ିଆ ଗଛ ।ଏ ଅବସରରେ ଏମ:ଭି ୭୯ ଗ୍ରାମ ର ମାନ୍ୟଗଣ୍ୟ ବ୍ୟକ୍ତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପରିତୋଷ ସରକାର ,ଦୀପକ ଦତ୍ତ,, ସମୀର ସରକାର, ମାଳାବରମ ବିଜେପି ମଣ୍ଡଳ ଅଦକ୍ଷ ନାରାୟଣ ସରକାର, ସୁକୁମାର ମଣ୍ଡଳ,ବିଶ୍ୱଜିତ ସର୍ଦାର,, ସଞ୍ଜୟ ଦାସ, ପ୍ରମୁଖ ଏହି ସମସ୍ତ ଗଛ ଲଗାଇ ଥିଲେ