
ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଗତ ଚାରି ଦିନ ହେବ ଲଗାଣ ବର୍ଷା ରେ ନଦୀ,ନାଳ ର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି ।ଗୋଟିଏ ପଟେ ସୀମାନ୍ତ ମୋଟୁ ରେ ସାବେରୀ,ସିଲେରୁ ନଦୀରେ ଜଳ ସ୍ତର ବୃଦ୍ଧି ଯୋଗୁଁ ପାଣି ଠେଲି ହୋଇ ପଛକୁ ପଳେଇ ଆସି ମୋଟୁସିମ।ନ୍ତ ଭାଦ୍ର।ଞ୍ଚଳ ର ଆଖ ପାଖ ଗ୍ରାମ ଜଳ ମଗ୍ନ ହୋଇ ରହିଛି ।ଫଳରେ ଜ।ନ ବ।ହନ ଚଳା ଚଳ ବ୍ୟାହତ ହୋଇପଡିଛି।ଅନ୍ୟପଟେ ମାଲକାନଗିରି,କୋରୁକୋଣ୍ଡ। ଅଞ୍ଚାଲରେ ପ୍ରବଳ ବର୍ଷ। ଫଳରେ ନାଳ ର ଜଳ ସ୍ତର ବୃଦ୍ଧି ପାଇବା ଫଳରେ ଫସଲ ନଷ୍ଟ ହୋଇପଡିଛି। ଏମ ଭି୩୧ଗ୍ରାମ ନିକଟରେ ଥିବା ଜଗନ୍ନାଥ ଗୌଡ ନାମକ ବ୍ୟକ୍ତି ନିକଟ ନାଳ ରେ ମାଛ ଧରିବା ପାଇଁ ଯାଇଥିଲା ।ନାଳ ର। ପ୍ରୋଖୋର ସ୍ରୋତ ରେ ଭାସି ଯାଇଥିଲ। ସନ୍ଧ୍ୟ। ସମୟରେ ଘରକୁ ଫେରିନଥିଲ। ପରିବାର ଲୋକେ ବହୁ।ଖୋଜା ଖୋଜି।ପରେ ପି ନଥିବାରୁ ଆଗ୍ନି ଶ୍ରମ ବିଭାଗ କୁ ଜଣାଇଥିଲେ ।ଅଗ୍ନିଶ୍ରମ୍ ବିଭାଗ କର୍ମଚାରୀ ମାନେ ନାଳ ରେ ବହୁ ଖୋଜା ଖୋଜି ପରେ ଜଗନ୍ନାଥ ର ମୃତ ଦେହ ଉଦ୍ଧାର କରିଥିଲେ ।