mobile header

ଦେବେନ୍ଦ୍ର କୁମାର ସାହୁ କ. ନୂଆଗାଁନୂତନ ଥାନାଅଧିକାରୀ

ଫୁଲବାଣୀ -14/07
କନ୍ଧମାଳ ଜିଲାର କ. ନୂଆଗାଁ ଥାନା ଅଧିକାରୀ ଭାବେ ଗୁରୁବାର ଦେବେନ୍ଦ୍ର କୁମାର ସାହୁ ଦାଇତ୍ୱ ଗ୍ରହଣ କରିଛନ୍ତି l
ଶ୍ରୀ ସାହୁ ପୂର୍ବରୁ ଭୁବେନଶ୍ୱର କମିସନରେଟପୋଲିସ ରେ କାର୍ଯ୍ୟରତ ଥିଲେ l ସେଠାରେ ଶ୍ରୀ ସାହୁ ନିଷ୍ଠା, ଆନ୍ତରିକତା, ସଚୋଟତା ର ସହ କାର୍ଯ୍ୟ କରି ବେଶ ପ୍ରସଂଶିତ ହୋଇଥିଲେ l
ବର୍ତମାନ କନ୍ଧମାଳ ଜିଲା କ. ନୂଆଗାଁ ଥାନା ର ଦାଇତ୍ୱ ଗ୍ରହଣ କରିବା ପରେ ଖୁସି ବ୍ୟକ୍ତ କରିବା ସହ ବିଶେଷ କରି ଆଇନଶ୍ରୁଂଖଳା ପରିସ୍ଥିତି ଉପରେ ଦ୍ରୁଷ୍ଟି ଦେଵାସହ ଟ୍ରାଫିକ ବ୍ୟବସ୍ଥା ଉପରେ ଦୃଷ୍ଟିଦେବେ ବୋଲି କହିଚ୍ଛନ୍ତି l ଏହାବ୍ୟତୀତ ଚୋରି, ଡକାୟତି, ଚୋରମଦ କାରବାର କୁ ରୋକିବାଦିଗରେ ମଧ୍ୟଧ୍ୟାନ ଦେବେ ବୋଲି ନୂତନ ଥାନା ଅଧିକାରୀ ସାହୁ କହିଛନ୍ତିl ଏଥି ପୂର୍ବରୁ ଥିବା ଥାନାଧିକାରୀ ଅବସରଗ୍ରହଣ କରିବାପରେ ଖାଲି ପଡିଥିଲା l

Leave A Reply

Your email address will not be published.