mobile header

ସୁକମା ଜିଲ୍ଲା ସାବେରୀର ଜଳ ସ୍ତର କ୍ରମା ଗତ ଭାବେ ବୃଦ୍ଧି ପାଉଛି

ପଡିଆ:- ମାଲକାନାଗିରି ଜିଲ୍ଲା ପଡିଆ ବ୍ଲକ ସୀମାନ୍ତ ଛତିଶଗଡ ର ସୁକୁମା ଜିଲ୍ଲା ର କଣ୍ଟା ରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି NH.୩୦ ରେ ବନ୍ୟା ଜଳ ଆସିବା ଆରମ୍ଭ କଲା ଫାଣ୍ଡିଗୁଡ଼ା ଏବଂ ଇଞ୍ଜରମ୍ ରାସ୍ତା ଅବରୋଧ ଫାଣ୍ଡିଗୁଡା କଣ୍ଟା ଏବଂ ଡନ୍ଦ୍ରା କୁଲୁପାରା ପୁରୁଣା ବସ୍ତି ନାୟାପାରା ଜଳ ମଗ୍ନ ହଇରହିଛି। ୭ ଫୁଟ ପାଣି ଭିତରେ ରହିଛି କଣ୍ଟା ର ଅଧିକାଂଶ ସାହି ପ୍ରାୟ ୨୦୦ ଶହ ପରିବାର କୁ ରିଲିଫ କ୍ୟାମ୍ପ କୁ ଅଣାଯଇଛି। ପ୍ରଶାସନ ୧୪ ଟି ରିଲିଫ୍ କ୍ୟାମ୍ପ ସ୍ଥାପନ କରିଛି। ହେଉଥିରେ ୫ ଟି ଶିବିର ରେ ଲୋକଙ୍କୁ ରଖାଯାଇଛି। କଣ୍ଟା ଏସଡିଏମ୍ ବ୍ୟାନ ସିଂ ନେଟମ୍ ସୂଚନା ଦେଇଛନ୍ତି।

Leave A Reply

Your email address will not be published.