mobile header

ପୁଣି ଖାକୀରେ ଦାଗ, ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ଓଏ ପି ଏଫ ଗିରଫ

ଫୁଲବାଣୀ -16/07
ପୁଣି ଖାକୀରେ ଲାଗିଲା ଦାଗ l ଜଣେ ନାବାଳିକା କୁ ବିବାହ ର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇ ଗାଏବ ହୋଇଯାଇଥିଲେ ଏହି ଯୁବକ ଜଣଙ୍କ l ଯୁବକ ଜଣଙ୍କ ହେଲେ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଓ ଏ ପିଏଫ ଗୌତମ ପ୍ରଧାନ l ଗୌତମ କ. ନୂଆଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ସମ୍ପୃକ୍ତ ନାବାଳିକା ସହ କିଛି ବର୍ଷ ହେଲା ସମ୍ପର୍କ ରଖିଥିଲେlଆ ଉ
ଏବେ ତାକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ l ଏ ନେଇ ନାବାଳିକା ଜଣଙ୍କ ସlରଙ୍ଗଡ଼ ଥାନା ର ଦ୍ୱାରସ୍ଥ ହୋଇଥିଲେ lସାରଙ୍ଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଗୌତମ କୁ ଗିରଫ କରି କୋର୍ଟ ଚାଲାଣ କରିଛି l

Leave A Reply

Your email address will not be published.