mobile header

କନ୍ଧମାଳ ଜିଲ୍ଲାରେ ଆଜି ୫ନୁତନ ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ସଂଖ୍ୟା ୧୧ ରେ ପହଞ୍ଚିଲା

ଫୁଲବାଣୀ-16/07 ଶନିବାର କନ୍ଧମାଳ ଜିଲ୍ଲାରେ ପୁଣି ୫ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଆଜିର ୫ ନୂଆପଜିଟିଭ କୁ ମିଶାଇ ପଜିଟିଭ ସଂଖ୍ୟା ୧୧ରେ ପହଞ୍ଚିଛି ।ଜିଲ୍ଲା ପ୍ରଶାସନ ର କଟକଣା ନଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି l
ଫଳରେ ଆଗକୁ କୋରାନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ି ଵା ଆଶଙ୍କା ରହିଛି l

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣପ୍ରତି ସତର୍କ ଦୃଷ୍ଟିରଖାଯାଉନି l
ନେଡି ଗୁଡକହୁଣି କୁ ବୋହିବା ପୂର୍ବରୁ ପ୍ରଶାସନ ଦ୍ରୁଷ୍ଟି ଦେବା ଜରୁରୀ l

Leave A Reply

Your email address will not be published.