mobile header

ରାଷ୍ଟ୍ରପତି ପାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଈଁ ସାମୁହିକ ପୂଜାର୍ଚନା

ଫୁଲବାଣୀ 17/07
ମହାମହିମ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ଙ୍କ ବିଜୟ ପାଇଁ ବାଲିଗୁଡା ରେ ପୂଜାର୍ଚନା l
ଆସନ୍ତା କାଲି ମହାମହିମ ରାଷ୍ଟ୍ରପତି ପଦବୀ ପାଇଁ ଭୋଟ ଗ୍ରହଣ ହେବ l ଓଡିଶାର ଗର୍ବ ଓ ଗୌରବ ଯେ ଓଡିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତର ସର୍ବଶ୍ରେଷ୍ଠ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇ ପ୍ରତିଦ୍ବନ୍ଦୀତା କରୁଛନ୍ତି l ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ କାମନାକରି ବାଲିଗୁଡା ବାସିନ୍ଦା ବାଲିଗୁଡା ର ଆରାଧ୍ୟ୍ୟଦେବୀ ମାଆ ପାଟ୍ଟଖଣ୍ଡା ମନ୍ଦିର ରେ ସମୂହ ଦୀପ ପ୍ରଜ୍ଜଳନ ସହ ପୂଜାର୍ଚ୍ଚନା କରିଛନ୍ତି ଏବଂ ନିଶ୍ଚିତ ଭାବେ ଦ୍ରୌପଦୀ ମୁର୍ମୁ ବିଜୟଲାଭ କରିବେ ବୋଲି ବାଲିଗୁଡା ବାସି ଆଶା ପ୍ରକଟ କରିଛନ୍ତି l

Leave A Reply

Your email address will not be published.