mobile header

ଫୁଲବାଣୀ ସମେତ ସମଗ୍ର ଜ଼ିଲ୍ଲାରେ ଲଗାଣ ବର୍ଷା.,ପିଲାସାଲକୀ ନଦୀରେ ବନ୍ୟା,୩ ପଂଚାୟତ ବାହ୍ୟ ଜଗତ ରୂ ବିଛିନ୍ନ


ଫୁଲବାଣୀ -17/07
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀଓ ନାଳ ରେ ବନ୍ୟାଜଳ ଆସିବା ଫଳରେ ବହୁଅଂଚଳ ବାହ୍ୟ ଜଗତ ରୂ ବିଛିନ୍ନ ହୋଇଯାଇଥିବା ଖବର ମିଳିଛି l

ଫୁଲବାଣୀ ପିଲାସାଲକୀ ନଦୀରେଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହର ର ନଦୀ ଖଣ୍ଡି ସହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟl ଜଳ ପ୍ରବାହିତ ହେଉଛି l
ଫଳରେ ଡାକପାଲା, ଦାମିଗାଂ, ନୁଆରୀପଦର, ଆଲlମି ପଂଚାୟତ ବାହ୍ୟ ଜଗତ ରୂ ବିଛିନ୍ନ ହୋଇଯାଇଛି l
ସେହିପରି ଲଗାଣ ବର୍ଷା ରେ ଫୁଲବାଣୀ ଗତବର୍ଷ ନୂଆକରି ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ଭୁଷୁଳିଯାଇଛି l
ଫୁଲବାଣୀ ସହର ସମେତ ଲଗାଣ ବର୍ଷlରେ କେତକ ସ୍ଥାନରେ କଚା ଘର ଭୁଶୁଡିପଡ଼ିଥିବା ସୂଚନାମିଳିଛି l
ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦ୍ରୁଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି l

Leave A Reply

Your email address will not be published.