mobile header

ନଦୀରେ ଭାସି ଜଣ ଙ୍କ ର ମୃତ୍ୟୁ

ଚିତ୍ରକୋଣ୍ଡା:-16/07/2022-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରେ ନଦୀକୁ ମାଛ ମାରିବାକୁ ଯାଇ ନଦୀରେ ଭାସିଯାଇ ମୃତୁବରଣ କରିଥିବା ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ଗ୍ରାମ ପଞ୍ଚାୟତ ଆନିବିରିଡା ନଦୀରେ ଗତକାଲି ଅପରାହ୍ନ ସମୟରେ ଆନିବିରିଡା ଗ୍ରାମର ଭେଙ୍କେଟ ଇସାଙ୍ଗୀ ବୟସ 38 ନଦୀକୁ ମାଛ ମାରିବାକୁ ଯାଇ ନଦୀରେ ଭାସିଯାଇ ନିଖୋଜ ଥିଲେ । ନିଖୋଜ ବ୍ୟକ୍ତି ଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ ସୁଧା ମିଳିନଥିଲା l ଉକ୍ତ ଖବର ଚିତ୍ରକୋଣ୍ଡା ଦମକଳ ବାହିନୀ ର ଓଡ୍ରାଫ ଟିମ ପହଞ୍ଚି ଆଜି ନିଖୋଜ ଵ୍ୟକ୍ତି କୁ ଉଦ୍ଧାର କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Leave A Reply

Your email address will not be published.