mobile header

ଓଡ଼ିଶା ବ୍ୟବସାୟୀ ସଂଘ ର ସାଧାରଣ ବୈଠକ

ଓଡିଶା ବ୍ୟବସାୟୀ ସଂଘ ର 18-07-2022 ରେ ସାଧାରଣ ବୈଠକ ହୋଟେଲ ପୁଷ୍ପକ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡିଶା ର କୋଣ ଅନୁକୋଣ ରୁ ବ୍ୟବସାଇ ସଂଘ ର କର୍ମକର୍ତା ଆସିଥିଲେ ଖୋଲା ସାମଗ୍ରୀ ଉପରେ ଓ ଛୋଟ ପେକ ରେ ମୁଢି ଚାଉଳ ଖଇ ଇତ୍ୟାଦି ଉପରେ GST ଆସନ୍ତା 18 ଜୁଲୟ ରୁ ସରକାର ଲଗାଉଥିବାରୁ ସମସ୍ତେ ସରକାରଙ୍କର ଏହି ପଦକ୍ଷେପ କୁ କ୍ଷୋବ ପ୍ରକାଶ କରିଥିଲେ , ଆସନ୍ତା ଦିନରେ ଯଦି ସରକାର ଏହି ଟେକ୍ସ କୁ ବନ୍ଦ ନକରିବେ ବ୍ୟବସାୟୀ ସଂଘ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ଏହି ସଭା ରେ ସଭାପତି ରବି ବାବୁ , ଉପସଭାପତି ପ୍ରଦୀପ ଦେବତା , ସଂପାଦକ ସୁଧାକର ପଣ୍ଡା , ସଦାଶିବ ବାବୁ , ଟୁଟୁ ବାବୁ ସଭା ସଂଚାଳନ କରିଥିଲେ.

Leave A Reply

Your email address will not be published.