
ଫୁଲବାଣୀ 20/07
କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ରତିଙ୍ଗିଆ ପ୍ସଞ୍ଚାୟତ ରେ ଦୁଇଦିନିଆ ଯୁବ ଶିବିର ଉଦଯାପିତ ହୋଇଛି l
ଏଥିରେ ମୁଖ୍ୟ ଅତିଥୀ ଭାବେ ସମିତି ଉପାଧ୍ୟକ୍ଷଏନ. ଲୁକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥୀ ଭାବେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଦେବ ପ୍ରଧାନ ଯୋଗ ଦେଇ ଯୁବକ ଯୁବତୀ ମାନେ ସେଵାମନୋବୃତି ନେଇ ସମାଜ ସୁଧାର ଦିଗରେ କାର୍ଯ୍ୟ କରିବା ପାଈଁ ପରାମର୍ଶ ଦେଇଥିଲେ l
ଏହି ଅବସରରେ କୋରାନା ମହାମାରୀ ପାଈଁ ଗାଁ ସ୍ତରରେ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରି ଆସୁଥିବା ସ୍ଵେଛାସେବୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ l
ଏହି ଶିବିରରେ ବିଭିନ୍ନ ଅଂଚଳ ରୁ ତିରିଶ ଜଣ ସ୍ଵେଛl ସେବୀ ଯୋଗ ଦେଇଥିଲେ l