xmas

ଚିତ୍ରକୋଣ୍ଡା ବିଜେଡି ଦଳୀୟ କର୍ମୀଙ୍କ ସହ ଆରଏସସି ତେର ନମ୍ବର ଗ୍ରାମବାସୀଙ୍କ ସହ ଆଲୋଚନା l

ଚିତ୍ରକୋଣ୍ଡା:-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ର ବିଜେଡି ଦଳୀୟ ବରିଷ୍ଠ କର୍ମୀଙ୍କ ଶୁକ୍ରା ମୁଦୁଲି, ପିତାମ୍ବର ଖେମୁଡୁ,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ,ରାଲେଗଡା଼ ସରପଞ୍ଚ କମଳୁ ହନ୍ତାଳ, ପାପରମେଟେଲା ସରପଞ୍ଚ ନରସିଂଙ୍ଗ ସିନ୍ଧେରୀ,ଦୁଲଭ ଖିଲ, ସୁନାଧର ଖିଲ, ଡମ୍ବରୁ ଗଲରି, ଆନ୍ଦ୍ରୁ କାମେଲ , ଦୋରାଗୁଡ଼ା ସମତି ସଭ୍ୟ ପ୍ରହଲ୍ଲାଦ ଖରା, ସୁବାସ ଲୋକେଇ ରଘୁ ଖରା ଓ ଅନ୍ୟ ସଦସ୍ୟ ଙ୍କ ମିଳିତ ଭାବରେ ଆରଏସସି ତେର ନମ୍ବର ଗ୍ରାମରେ ପହଞ୍ଚି ସମସ୍ତ ଗ୍ରାମବାସୀ ଓ ମହିଳା ମାନଙ୍କ ସହିତ ବସିବା ସହ ଉକ୍ତ ଗ୍ରାମରେ ଘଟିଥିବା ପ୍ରକୃତ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲା l ଉକ୍ତ ଗ୍ରାମର ମହିଳା ଙ୍କୁ ପୁଲିସ ନିର୍ଯାତନା ଦେଇଥିବା କଥା କହିଥିଲେ ଲୋକେ, ପୁଲିସ ଏବଂ ଲୋକ ମାନଙ୍କ ସହିତ ଲାଗିଥିବା ବିବାଦ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଗାଁ ଏବଂ ପୁଲିସ ମଧ୍ୟରେ ବିଭଳି ବିବାଦ ଥମ୍ବି ଶାନ୍ତି ଫେରିବ ସେ ନେଇ ଆଲୋଚନା କରି ଫେରିଥିଲେ l ଉକ୍ତ ମାମଲାକୁ ଆଗକୁ ନବଢି କିଭଳି ସମାଧାନ ହେବ ସେ ନେଇ ସବିଶେଷ ଉପରେ କଥା ହୋଇଥିଲେ l

Leave A Reply

Your email address will not be published.