xmas

କନ୍ଧମାଳରେ ଧୀରେ ଧୀରେ ବଢୁଛି ସଂକ୍ରମଣ; ଆଜି ୧୭ ନୁତନ ପଜିଟିଭ ଚିହ୍ନଟ


ଫୁଲବାଣୀ-୨୩ /0୭ ଶନିବାର କନ୍ଧମାଳ ଜିଲ୍ଲାରେ ପୁଣି ୧୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଗତକାଲି ଶୁକ୍ରବାର ୧ ୩ ପଜିଟିଭ କୁ ମିଶାଇ ଏଯାଏ ପଜିଟିଭ ସଂଖ୍ୟା ପଚାଶ ଟପି ୬୫ ରେ ପହଂଚିଲାଣି lଜିଲ୍ଲା ପ୍ରଶାସନ ର କଟକଣା ନ ଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି lକେହି ବି କୋରାନା କଟକଣା ମାନୁନାହାନ୍ତି l କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି l
ଫଳରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଏବେ ଶ୍ରାବଣ ମାସ, ବୋଲ ବମ ଭକ୍ତଙ୍କ ଭିଡ lପୁଣି ବର୍ଷା ଦିନ l
ଏଣୁ ଆଗକୁ ମଧ୍ୟକୋରାନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିଵା ଆଶଙ୍କା ରହିଛି lଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମ ରୂ ସହର ଯାଏ କୋରାନା ସଚେତନ ତା ସୃଷ୍ଟି କରିବାକୁ ଦାବୀ ହେଉଛି l

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣପ୍ରତି ସତର୍କ ଦୃଷ୍ଟିରଖିବା ଜରୁରୀ l

Leave A Reply

Your email address will not be published.