xmas

ସାମ୍ନାକୁ ଆସିଲା ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜିଙ୍କ ଓଡ଼ିଶା ଲିଙ୍କ ।

୨୬ ଘଂଟାର ଜେରା ପରେ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜି । ସେପଟେ ସାମ୍ନାକୁ ଆସିଛି ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜିଙ୍କ ଓଡ଼ିଶା ଲିଙ୍କ । ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅର୍ପିତା । ତେବେ ଅର୍ପିତା ମୁଖାର୍ଜୀ କିଏ?

– ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ
– ଅଧିକାଂଶ ଫିଲ୍ମରେ ସାଇଡ୍ ରୋଲ୍ରେ ନଜର ଆସିଥିଲେ
– ସୁପରଷ୍ଟାର ପ୍ରସେନଜିତଙ୍କ ସହ ମଧ୍ୟ କାମ କରିଛନ୍ତି
– ଓଡ଼ିଆ ଫିଲ୍ମରେ ମଧ୍ୟ ଅର୍ପିତା ଅଭିନୟ କରିଛନ୍ତି
– ତୋର ମୋର ଜୋଡି ସୁନ୍ଦର, ମୁ କଣ ଏତେ ଖରାପ ଫିଲ୍ମରେ ଅଭିନୟ କରିଛନ୍ତି
– ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି
– ନକଟଲା ଉଦୟନ ସଂଘ ନାମକ କମିଟିର ଅଧ୍ୟକ୍ଷ ଅଛନ୍ତି ପାର୍ଥ ଚାଟାର୍ଜୀ
– ପଶ୍ଚିମବଙ୍ଗରେ ବଡ଼ ଦୁର୍ଗାପୂଜା କମିଟି ମଧ୍ୟରୁ ଏହା ଅନ୍ୟତମ
– ୨୦୧୯ ଓ ୨୦୨୦ରେ ଏହି କମିଟି ପାଇଁ ପ୍ରମୋସନ କରିଥିଲେ ଅର୍ପିତା
– ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ଘରକୁ ବାରମ୍ବାର ଯାଉଥିବା ସୂଚନା

Leave A Reply

Your email address will not be published.