xmas

ଜୀବନକୁ ବାଜି ଲଗାଇଲେ ଅଙ୍ଗନବାଡି ଦିଦି

ଫୁଲବାଣୀ 24/07
ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁ ଛନ୍ତି ଅଙ୍ଗନବାଡି ଦିଦି ଦମୟନ୍ତୀ କହଁର lଦମୟନ୍ତୀ ହେଉଛନ୍ତି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ
କେରାଣ୍ଡିବାଲି ଅଂଚଳର ଅଙ୍ଗନବାଡି କର୍ମୀ l ତେଵେ ବର୍ଷା ଦିନ ଆସିଲେବାଘ ନଦୀ ରେ ବନ୍ୟାଜଳ ଆସିବାଫଳରେ କଙ୍ଗିମେଣ୍ଡି ର ୩ ଟି ଗାଁ ବିଛିନ୍ନ ହୋଇଯାଉଛି l ଫଳରେ ଦିଦି ନଦୀ ପାର ହୋଇ ଯାଇ ଗର୍ଭାବତୀ ମହିଳା ଓ ଶିଶୁ ଙ୍କ ଯତ୍ନ ନେଉଛନ୍ତି l ଯାହାକି ସମ୍ପୂର୍ଣ କଷ୍ଟ ସାଧ୍ୟ ବୋଲି ସରପଞ୍ଚ ଳକ୍ଷ୍ମୀ କହଁର ଓ ନାଏବ ସରପଞ୍ଚ ଦାମୋଦର କହଁର l ନଦୀ ସେପଟେ ୩ ୫ ରୁ ଉର୍ଦ୍ଧ ଘର ରହିଛି l
ଏହି ନଦୀ ଉପରେ ପୋଲ ନିର୍ମାଣ ପାଈଁ ଦାବୀ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନଥିବା ସରପଞ୍ଚ ଦମୟନ୍ତୀ କହଁର ଅଭିଯୋଗ ହେଉଛି l ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବିହେଉଛି l

Leave A Reply

Your email address will not be published.