xmas

ବୃଦ୍ଧ ନିରୁଦ୍ଧିଷ୍ଟ, ପତ୍ତା ମିଳୁନି

ଫୁଲବାଣୀ 24/07 କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଅଭାବନୀୟ ଘଟଣା l ଚାରିଦିନ ହେବ ନିରୁଦ୍ଧିଷ୍ଟହୋଇଯାଥିବା ବୃଦ୍ଧ ଙ୍କ ପତ୍ତl ମିଳୁନି l ବାଲିଗୁଡା ଇଲେକ୍ଟ୍ରିସାହି ର ପଞ୍ଚୁ ବେହେରା ନାମକ ୭୫ ବର୍ଷୀୟ ବୃଦ୍ଧ ଶୁକ୍ରବାର ସକାଳୁ ଘରେ କାହାକୁ କିଛି ନକହି କେଉଁଆଡ଼େ ପଳାଇଛନ୍ତି l ପରିବାର ଲୋକେ ସାହିପଡିଶା ବନ୍ଧୁ ବାନ୍ଧବ ଙ୍କ ଘରକୁ ଯାଇ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିପାରିନାହିଁ l ଏନେଇ ପରିବାର ଲୋକେ ବାଲିଗୁଡା ଥାନା ରେ ଅଭିଯୋଗ କରିଛନ୍ତି l ପୋଲିସ ତଦନ୍ତ ଆରମ୍ଭ କରିଛି l
ଯେ କୌଣସି ସହୃଦୟ ବ୍ୟକ୍ତି ଯଦି ସୂଚନା ପାଆନ୍ତି ନିକଟସ୍ଥ ଥାନା କିମ୍ବା ଫୋନ ନମ୍ବର 9437065692 ଯୋଗେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପୁଅ ମଧୁବେହେରା l

Leave A Reply

Your email address will not be published.