xmas

ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ ପାୱାର @2047 କାର୍ଯ୍ୟକ୍ରମ

ଫୁଲବାଣୀ -26/07 କନ୍ଧମାଳ ଜିଲା ବାଲିଗୁଡାସ୍ଥିତ ଟାଉନ ହଲ ଠାରେ ମଙ୍ଗଳବାର ୭୫ ତମ ଅଜାଦୀ କି ଅମୃତ ମହୋତ୍ସବ ଅବସରରେ ଉଜ୍ୱଲଭା ରତ -ଉଜ୍ବଳ ଭବିଷ୍ୟତ ପାୱାର @2047 25ରୂ 30ତାରିଖ ଯାଏ ସ ପ୍ତାହ ବ୍ୟାପି ସମ୍ପର୍କୀତ ଏକ ଆଲୋଚନା ସଭା ଅନୁଷ୍ଟିତ ହୋଇଥିଲା l
ଏହି ଅବସରରେ କନ୍ଧମାଳ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷl ନନ୍ଦିନୀ ମଲ୍ଲିକ ମୂଖ୍ୟ ଅତିଥୀ ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଇଂ. ନୃସିଂହ ଭରଣ ପଣ୍ଡା ଅଧିକ୍ଷଣ ଯନ୍ତ୍ରୀ, ବିଦ୍ୟୁତ. ଇଂ. ମନୋଜ କୁମାର ମହାନ୍ତି, ନୋଡାଲ ଅଧିକାରୀ, ବିଧାୟକ ବାଲିଗୁଡା, ବ୍ଲକ ଅଧ୍ୟକ୍ଷl ମିଶାବତି ମଲିକ ପ୍ରମୁଖ ଯୋଗ ଦେଇ ଉଜ୍ବଳ ଭାରତ.. ଉଜ୍ବଳ ଭ ବିଷ୍ୟତ ପାୱାର @2047କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଥିଲେ l ଆଗାମୀ 28ରେ ଫୁଲବାଣୀ ଠାରେ ଏଭଳି ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି କୁହାଯାଇଛି l

Leave A Reply

Your email address will not be published.