xmas

କୋଟପାଡ଼ରେ ଲଘୁଚାପ ବର୍ଷା ବିପ୍ତାତ

କୋଟପାଡ଼:-ଲଘୁଚାପ ହେବା ଫଳରେ କୋଟପାଡ଼ ସହର ତଥା ଏହାର ଆଖପାଖ ଅଞ୍ଚଳରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଏହା ହେବା ଫଳରେ ଚାଷ କାମ ବହୁଜାଗାରେ ଆରମ୍ଭ ହେବାରେ ସହାୟକ ହୋଇଛି। କିନ୍ତୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଦୋକାନ ବଜାର ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଲୋକମାନେ ଘରୁ ବାହାରିବା ପାଇଁ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ଏତେ ପରିମାଣରେ ହୋଇଛି ଏହି ଲଘୁଚାପ ବର୍ଷା ବନ୍ୟା ହେବାର ସମ୍ଭାବନା ଅଛି ଏଥି ପ୍ରତି ପ୍ରଶାସନ ପକ୍ଷରୁ ପୁରାନଜର ରଖିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.