ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଟିତ

ମାଲକାନଗିରି: ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମାଲକାନଗିରି ବ୍ଲକ୍ ର ୧୯ ଗୋଟି ପଞ୍ଚାୟତ ସମସ୍ତ ଗାଁ ରେ ଆରମ୍ଭ କରାଯାଇଛି।ଏଥିପାଇଁ ମାଲକାନଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଅଜୟ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ଅତିଥି ବ୍ଲକ୍ ଅଧକ୍ଷ। ଗୌରୀ ପୋଡ଼ିଅ।ମୀ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବରେ ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହ।ଲଦ।ର୍ ଯୋଗ ଦେଇଥିଲେ । ବ୍ଲକ୍ ର ସମସ୍ତ ସମିତି ସଭ୍ୟ, ସଭ୍ୟା,ସରପଂଚ, ଓସମସ୍ତ୍ ଜନପ୍ରତିନିଧି ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ହର୍ ଘର କି ତ୍ରିରଙ୍ଗା,ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା । ବିଡିଓଙ୍କ ନିର୍ଦ୍ଦେଶ ପରେ ପ୍ରତ୍ୟେକ ପଞ୍ଚାୟତ ,ଗାଁ ଗୁଡିକ ରେ ହର୍ ଘର କି ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଥିବା ବେଳେ,ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ଚାଲିଅଛି । ତଣ୍ଡ।ପାଲି,ଝର।ପ।ଲ୍ଲୀ, ପଦ୍ମଗିରି, ଚାଲାଣ ଗୁଡ଼ା ଏହିପରି ୧୯ ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲିଅଛି ।

Leave A Reply

Your email address will not be published.