ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ବିଶ୍ୱକର୍ମା ପୂଜା ପାଳିତ

ଫୁଲବାଣୀ: ୧୭/୦୯ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ବିଶ୍ୱକର୍ମା ପୂଜା ମହାସମା ରୋହରେ ପାଳିତ ହୋଇଥିଲା l ବିଶେଷ କରି ସହରରେ ପୂର୍ତ୍ତ ବିଭାଗ, ଜିଇଡି, ପିଏଚଇଡି, ଆଗରୋ ଇଣ୍ଡଷ୍ଟ୍ରିସ, ଠିକାଦାର ସଙ୍ଘ, ଇଏଚଟି ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ଜାକଜକମରେ ଅନୁଷ୍ଠିତ ହୋଇଥିଲା l ପାଗ ଅନୁକୂଳ ଥିବାରୁ ଲୋକେ ସନ୍ଧ୍ୟାରେ ପୂଜା ଦେଖିବା ଲାଗି ଭିଡ଼ ଜମାଇଥିଲେ l ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା

Leave A Reply

Your email address will not be published.