ମାଲକାନଗିରି ୨୫/୯/୨୨: ମାଲକାନଗିରି ଜିଲ୍ଲା ପ୍ରଶାସନ ଆମ ଗାଁ ଆମ ତହସିଲ ତରଫରୁ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପୂଜାରିମୁଣ୍ଡା ଓ ଭାଲୁଗୁଡା ଗ୍ରାମରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ଟାଙ୍ଗୁଲ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୌରି ପଡିଆମି, ମାଲକାନଗିରି ତହସିଲଦାର ଶ୍ରୀ ରାଖାଲ ଚରଣ ପରିଡା, ଅତିରିକ୍ତ ତହସିଲଦାର ଯୋଗଦୀଶ କର୍ତ୍ତମୀ, ଅତିରିକ୍ତ ତହସିଲଦାର ଅଶୋକ କୁମାର ପାଲ, ଆର.ଆଇ ଶ୍ରୀମତି ରାଜେଶ୍ୱରୀ ନାୟକ, ମାଥିଲି ଜୋନ ୩ ଜ଼ିଲ୍ଲା ପରିଷଦ ଶ୍ରୀମତି ଶସ୍ମିତା ମାଝୀ, ମାଲକାନଗିରି ଜୋନ ୧ ଜ଼ିଲ୍ଲା ପରିଷଦ ଶ୍ରୀ ହୀରନ୍ୟା ମୁଦୁଲି, ପାଣ୍ଡ୍ରିପାଣି ସମିତି ସଭ୍ୟ ସୁନ୍ଦରରାଜ ସେଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଡୋନେଲ ପୋଟଲା, ସାଂସଦ ପ୍ରତିନିଧି ଖୋଇରୀପୁଟ ଶ୍ରୀ ଜାଗନାଥ ମାଝୀ, ମାଲକାନଗିରି ଜ଼ିଲ୍ଲା ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ଶ୍ରୀମତି ସୁନିତା ଜେନା, ମାଲକାନଗିରି ବ୍ଲକ ସଭାପତି ବିଭାଂଶୁ ସାମଲ, ସରପଞ୍ଚ ପାଣ୍ଡ୍ରିପାଣି ସାବିତ୍ରୀ କିର୍ଷାନି, ସରପଞ୍ଚ ଗୋଙ୍ଗଲା ସୁଦର୍ଶନ କପେ, ସରପଞ୍ଚ ପେଡାକୋଣ୍ଡା ଯାକ୍ଷ୍ମା କବାସୀ, ସରପଞ୍ଚ ମାର୍କାପାଲି କୁମାରୀ ସୁନନ୍ଦା ଗାଦେଲି, ଖୋଇରୀପୁଟ ସମିତି ସଭ୍ୟ ରଞ୍ଜନ କୁମାର ପାଙ୍ଗି, ଉପସଭାପତି କୃଷକ ମୋର୍ଚ୍ଚା ରାଜକୁମାର ଗର୍ରଲେ, ପାଣ୍ଡ୍ରିପାଣି ଜୋନ ସଭାପତି ପ୍ରୀତମ ଗୋଟେ, ବିଜୁ ଜନତା ଦଳ କର୍ମୀ କେ. ରାହୁଲ ପ୍ରମୁଖ ଉପସ୍ତିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post