
କୋଟପାଡ: ଆଜି କୋଟପାଡ ସହର ଏବଂ ଦେବଡା ଈଶ୍ୱର ମନ୍ଦିରରେ କୁଷ୍ଠ ରୋଗୀ ମାନଙ୍କୁ ସାମସଙ୍ଗ କମ୍ପାନୀ ଏବଂ ଭାରତ ମିଡିଆ ସଂଘ ତରଫରୁ ଶୀତରୁ ରକ୍ଷା ପଇଁ କମ୍ବଳ ବଣ୍ଟନ କରିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଭାପତି ଅଜୟ କୁମାର ମିଶ୍ର, ସଭ୍ୟ ହରିଶ ପଟ୍ଟନାୟକ, ସୁଧୀର ବରାଳ, ବିଜୟ ମିଶ୍ର, ତୁଳାରାମ୍ ଜୈନ, ସାମସଙ୍ଗ କମ୍ପାନୀ ତରଫରୁ ବିକ୍ରମ ଜୈନ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚଲାଅନ, ସରପଞ୍ଚ ଏବଂ ବହୁ ହିତାଧିକାରୀ ଉପସ୍ଥିତ ଥିଲେ । ଏପରି କାର୍ଯ୍ୟ ପାଈଁ ସାଧାରଣରେ ପ୍ରଶଂସା କରାଯାଇଛି ।