ରଥଯାତ୍ରାରେ ଥଣ୍ଡା ପାନୀୟ ବଣ୍ଟନ

ପୁରୀ: ରଥଯାତ୍ରା ସମୟରେ ପୁରୀରେ ରେଡବୁଲ (ଏନର୍ଜୀ ଡ୍ରିଙ୍କସ) ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଛି। ବିଶେଷ କରି କାର୍ଯ୍ୟରତ ପୋଲିସ, ସ୍ୱାସ୍ଥ୍ୟକର୍ମୀ, ରଥଯାତ୍ରା ତଥା ମନ୍ଦିର କମିଟି କର୍ମକର୍ତ୍ତା, କର୍ତ୍ତବ୍ୟରତ ଯବାନ ମାନଙ୍କୁ ଏହି ଥଣ୍ଡା ପାନୀୟ ଦିଆଯାଇଥିଲା। ଜଗନ୍ନାଥ ମନ୍ଦିର ସମ୍ମୁଖରେ ରେଡବୁଲ ମିନି କୁପର ଗାଡି ପହଞ୍ଚିବା ପରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏହି ଥଣ୍ଡା ପାନୀୟ ବଣ୍ଟନ କରିଥିଲେ। ଏସବୁ କାର୍ଯ୍ୟକୁ କରନ ସରକାର, ଅଂଶୁମାନ ମହାନ୍ତି, ସର୍ବେଶ ପରିଜା, ଅନୁପମ ମିହିର, ଚଞ୍ଚଳ ଜେନ୍, ଦୀପ୍ତି ରଥ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.