xmas

ଫେବ୍ରୁଆରୀ ୫ରୁ ବିଧାନସଭା ଆରମ୍ଭ, ଆଗତ ହେବ କାମଚଳା ବଜେଟ

ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା। ଏଥର ବିଧାନସଭାରେ ବସିବ ବଜେଟ ଅଧିବେଶନ।

ଭୁବନେଶ୍ବର: ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା। ଏଥର ବିଧାନସଭାରେ ବସିବ ବଜେଟ ଅଧିବେଶନ। ଆଗତ ହେବ କାମଚଳା ବଜେଟ । ଫେବ୍ରୁଆରୀ ୫ରୁ ୧୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ 

ଆସନ୍ତା ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭହେବ। ୮ ତାରିଖରେ ବଜେଟ ଉପସ୍ଥାପନ କରାଯିବ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ବିଧାନସଭା ଅଧିବେଶନ।

Leave A Reply

Your email address will not be published.