xmas

ମାଲକାନଗିରି ଜିଲ୍ଲାକୁ ବି.ଏସ୍‌.ଏଫ୍‌. ଆଇଜିଙ୍କ ଗସ୍ତ

ମାଲକାନଗିରି,୧୯।୧: ବି.ଏସ୍‌.ଏଫ୍. ଆଇଜି କୈଳାଶ ଚନ୍ଦ୍ର ଜଟ୍ ଦୁଇଦିନିଆ ଗସ୍ତରେ ମାଲକାନଗିରି ଆସି ପହଂଚିଛନ୍ତିା ଏଥିସହ ସେ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ମଧ୍ୟ କରିଛନ୍ତିା ତାଙ୍କ ସହ ଡିଆଇଜି ଅପରେସନ୍ ଧିରେନ୍ଦ୍ର କୁମାର, ଡିଆଇଜି, ଗୁଇନ୍ଦା ବିଭାଗର ସଂଜିବ କୁମାର, ମାଲକାନଗିରି ଡିଆଇଜି ଶୈଲେନ୍ଦ୍ର କୁମାର ସିନ୍‌ହାଉପସ୍ଥିତ ଥିଲୋ ପ୍ରଥମ ଦିନରେ ସେ କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିବାଡା ସଂରକ୍ଷଣ ଜଙ୍ଗଲ, ଗୋମ୍ପାକୋଣ୍ଡା ଜଙ୍ଗଲ ଗସ୍ତ କରି ସେଠାକାର ସ୍ଥିତି ସମ୍ବନ୍ଧରେ ପଚାରି ବୁଝିଥିଲୋ ପରେ ସେ ବଡିଗେଟା, ଏମ୍‌.ଭି. ୭୨ ଓ ଏମ୍‌.ଭି. ୭୯ ବି.ଏସ୍‌.ଏଫ୍ କ୍ୟାମ୍ପ ଗସ୍ତ କରି ସମୀକ୍ଷା କରିଥିଲୋ ଦ୍ୱିତୀୟ ଦିନରେ ସେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ଜାନବାଇ, ବଡପଡା, ଜନ୍ତାପାଇ, ଜଡାମ୍ବ ଓ ହନ୍ତାଳ ଗୁଡା ଗସ୍ତ କରି ବିଏସଏଫ ବାହିନୀଙ୍କ ସହିତ ସମୀକ୍ଷା କରିଥିଲୋ

Leave A Reply

Your email address will not be published.