xmas

ପ୍ରକାଶ ପାଇଲା ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ। ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର।

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ଦଫାରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢ଼ିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ସମ୍ବଲପୁରରୁ ଲଢ଼ିବେ। ପାଟଣାଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି କନକ ବର୍ଦ୍ଧନ ସିଂହଦେଓ। ସେହିପରି ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ୍ତ ନାଏକ। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ବ୍ରଜରାଜନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡୀରୁ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ କୋରେଇରୁ ଟିକେଟ ମିଳିଛି। ବ୍ରହ୍ମଗିରିରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବଦଳରେ ତାଙ୍କ ଝିଆରୀ ତଥା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।    

ଆଉ କିଏ କେଉଁଠାରୁ ଟିକେଟ୍ ପାଇଛନ୍ତି ପଢନ୍ତୁ

ପଦ୍ମପୁର- ଗୋବର୍ଦ୍ଧନ ଭୁଏ

ବିଜେପୁର- ସନତ ଗଡ଼ତିଆ

ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ

ଅତାବିରା- ନିହାର ମହାନନ୍ଦ

ଭଟଲୀ- ଈରାଶିଷ ଆଚାର୍ଯ୍ୟ

ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ

ତଳସରା- ଭବାନୀଶଙ୍କର ଭୋଇ

ସୁନ୍ଦରଗଡ଼- କୁସୁମ ଟେଟେ

ବୀରମିତ୍ରପୁର- ଶଙ୍କର ଓରାମ

ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ

ରାଜଗାଙ୍ଗପୁର- ନରସିଂହ ମିଞ୍ଜ

ବଣାଇ- ସେବତୀ ନାଏକ

କୁଚିଣ୍ଡା- ରବି ନାରାୟଣ ନାଏକ

ରେଙ୍ଗାଲି- ନାଉରୀ ନାଏକ

ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର

ଦେବଗଡ଼- ସୁବାସ ପାଣିଗ୍ରାହୀ

ଆନନ୍ଦପୁର- ଆଲୋକ ସେଠୀ

କେନ୍ଦୁଝର- ମୋହନ ମାଝୀ

ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ

ଉଦଳା- ଭାସ୍କର ମଢ଼େଇ

ବଡ଼ସାହି- ସନାତନ ବିଜୁଳି

ବାରିପଦା- ପ୍ରକାଶ ସୋରେନ

ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର 

ଜଳେଶ୍ବର- ବ୍ରଜ ପ୍ରଧାନ

ବାଲେଶ୍ବର- ମାନସ ଦତ୍ତ

ରେମୁଣା- ଗୋବିନ୍ଦ ଦାସ

ସୋର- ରାଜେନ୍ଦ୍ର ଦାସ

ସିମୁଳିଆ- ପଦ୍ମଲୋଚନ ପଣ୍ଡା

ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର

ଧାମନଗର- ସୂର୍ଯ୍ୟବଂଶୀ ସୂରଜ

ବିଂଝାରପୁର- ବବିତା ମଲ୍ଲିକ

ବଡ଼ଚଣା- ଅମର ନାୟକ

ଧର୍ମଶାଳା- ସ୍ମୃତିରେଖା ପହି

ଯାଜପୁର- ଗୌତମ ରାୟ

ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର

କାମାକ୍ଷାନଗର- ଶତୃଘ୍ନ ଜେନା

ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ

ପାଲଲହଡ଼ା- ଅଶୋକ ମହାନ୍ତି

ତାଳଚେର- କାଳିନ୍ଦୀ ସାମଲ

ଛେଣ୍ଡିପଦା- ଅଗସ୍ତୀ ବେହେରା

ଆଠମଲ୍ଲିକ- ସଂଜୀବ ସାହୁ

ବୀରମହାରାଜପୁର- ରଘୁନାଥ ଜଗଦଳା

ସୋନପୁର- ପ୍ରମୋଦ ମହାପାତ୍ର

ଲୋଇସିଂହା- ମୁକେଶ ମହାଲିଙ୍ଗ

ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ

ଟିଟିଲାଗଡ଼- ନବୀନ ଜୈନ

କଣ୍ଟାବାଂଜି- ଲକ୍ଷ୍ମଣ ବାଗ

ନୂଆପଡ଼ା- ଅଭିନନ୍ଦନ ପଣ୍ଡା

ଖଡ଼ିଆଳ- ହିତେଶ ବଗର୍ତ୍ତୀ

ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର- ଗୌରୀଶଙ୍କର ମାଝୀ

ଲାଞ୍ଜିଗଡ଼- ରମେଶ ମାଝୀ

ଜୁନାଗଡ଼- ମନୋଜ ମେହେର

ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ

ନର୍ଲା- ଅନୀରୁଦ୍ଧ ପ୍ରଧାନ

ବାଲିଗୁଡ଼ା- କଳ୍ପନା କହଁର

ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ

ଫୁଲବାଣୀ- ଉମାଚରଣ ମଲ୍ଲିକ

ଅନୁଗୋଳ- ପ୍ରତାପ ପ୍ରଧାନ

କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ

ବୌଦ୍ଧ- ସରୋଜ ପ୍ରଧାନ

ବଡ଼ମ୍ବା- ସମ୍ବିତ ତ୍ରିପାଠୀ

ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ

ଆଠଗଡ଼- ଅଭୟ ବାରିକ

ଚୌଦ୍ୱାର- ନୟନ କିଶୋର ମହାନ୍ତି

ନିଆଳି- ଛବି ମଲ୍ଲିକ

କଟକ ସଦର- ପ୍ରକାଶ ସେଠୀ

ମାହାଙ୍ଗା- ସୁମନ୍ତ ଘଡ଼େଇ

ପାଟକୁରା- ତେଜେଶ୍ବର ପରିଡ଼ା

ଆଳି- କୃଷ୍ଣଚନ୍ଦ୍ର ପଣ୍ଡା

ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ

ପାରାଦୀପ- ସଂପଦ ସ୍ୱାଇଁ

ତିର୍ତ୍ତୋଲ- ରାଜକିଶୋର ବେହେରା

ନିମାପଡ଼ା- ପ୍ରଭାତି ପରିଡ଼ା

ପୁରୀ- ଜୟନ୍ତ ଷଡ଼ଙ୍ଗୀ

ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର

ପିପିଲି- ଆଶ୍ରିତ ପଟ୍ଟନାୟକ

ଜୟଦେବ- ଅରବିନ୍ଦ ଢାଲି

ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର

ଏକାମ୍ର- ବାବୁ ସିଂହ

ଜଟଣୀ- ବିଶ୍ୱରଂଜନ ବଡ଼ଜେନା

ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ

ରଣପୁର- ତାପସ ମାର୍ଥା

ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ

ଦଶପଲ୍ଲା- ରାଘବ ମଲ୍ଲିକ

ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ

ଭଂଜନଗର- ପ୍ରଦ୍ୟୁମ୍ନ ନାଏକ

ପୋଲସରା- ଗୋକୁଳାନନ୍ଦ ମଲ୍ଲିକ

କବିସୂର୍ଯ୍ୟନଗର- ପ୍ରତାପ ନାୟକ

ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ

ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ

ଆସିକା- ସରୋଜ ପାଢ଼ୀ

ସୋରଡ଼ା- ନୀଳମଣି ବିଷୋୟୀ

ହିଂଜିଳି- ଶିଶିର ମିଶ୍ର

ଗୋପାଳପୁର- ବିଭୂତି ଜେନା

ବ୍ରହ୍ମପୁର- କେ. ଅନୀଲ କୁମାର

ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର

ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ

ପାରଳାଖେମୁଣ୍ଡି- କେ. ନାରାୟଣ ରାଓ

ଗୁଣପୁର- ତ୍ରିନାଥ ଗମାଙ୍ଗ

କୋରାପୁଟ- ରଘୁରାମ ମାଛ

ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ

ମାଲକାନଗିରି- ନରସିଂହ ମାଡ଼କାମୀ

Leave A Reply

Your email address will not be published.