ସର୍ପା ଘାତ ରେ ମହିଳାଙ୍କ ମୃତ୍ଯୁ

i
ଫୁଲବାଣୀ -21/6(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦlଙ୍ଗି ଗ୍ରାମ ରେ ସର୍ପାଘାତ ରେ ଜଣେ ମହିଳା ଙ୍କ ମୃତ୍ଯୁ ଘଟିଛି l
ମୃତକ ଜଣଙ୍କ ହେଲେ ନିଳନ୍ତି ମଲିକ l
ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା କୁ ଆଣିଥିଲେ ହେଲେ ତାଙ୍କର ମୃତ୍ଯୁ ଘଟିଥିଲା l
ସେ ଶୋଇଥିବା ଅବସ୍ଥାରେ କୁଆଡେ ଏକ ବିଷଧର ସାପ କାମୁଡ଼ିଦେଇଥିବା କୁହାଯାଉଛି l
କୋଟଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି l

Leave A Reply

Your email address will not be published.