mobile header

ନିଶାସକ୍ତ ଯୁବକ ର ମାଡ଼ରେ ନାବାଳକ ଲହୁଲୁହାଣ

ଫୁଲବାଣୀ 23/6 ବିବାହଭୋଜି ଖାଇବାଲାଗି ଯାଇଥିବା ଅଭୟ ପ୍ରଧାନ ନାମକ ଜଣେ ନାବାଳକ କୁ ଅନ୍ୟ ଜଣେ ନିଶାସକ୍ତ ଯୁବକ ମାଡ ମାରି ଲହୁଲୁହାଣ କରିଦେଇଛନ୍ତି l ଫଳରେନାବାଳକ ଜଣଙ୍କ ଆହାତ ହୋଇ ବର୍ତମାନ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତିl ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ପରଭଟା ଗାଁ ରେ l ଏ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି l ପୋଲିସ ଘଟଣାର ତଦନ୍ତ କରୁଛି lଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବୀ ହେଉଛି l

Leave A Reply

Your email address will not be published.