mobile header

ଅଜଣା ଗାଡି ଧକ୍କା ରେ ଯୁବତୀ ଆହତ

ଫୁଲବାଣୀ 27/6 ଅଜଣା ଗାଡି ଧକ୍କା ରେ ଦାରିଂବାଡ଼ି କଫି ବଗିଚା ନିକଟରେ ଜଣେ ଯୁବତୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି lଯୁବତୀ ଜଣଙ୍କ ର ମୁଣ୍ଡ ଓ ଅନ୍ୟାନ୍ୟ ସ୍ଥାନ ରେ ଆଘାତ ଲାଗିଛି l ଆହାତ ଯୁବତୀ ଜଣଙ୍କ ବୁଦାନପାଲି ଅଂଚଳ ର ଲୁଵାଣି ପ୍ରଧାନ ବୋଲି ଜଣାପଡିଛି l ସେ ଅଚେତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ଡାକ୍ତର ଖାନରେ ଭର୍ତ୍ତି କରିଥିଲେ lଦାରିଂବାଡ଼ି ର ମହିଳା ନେତ୍ରୀ ତଥା ସମାଜସେବୀ ବିଳାସିନୀ ନାୟକ ଓ ରିତାରାଣୀ ମଲ୍ଲିକ ଚିକିତ୍ସା ବ୍ୟବସ୍ଥା ବୁଝୁଛନ୍ତି l ଦାରିଂବାଡ଼ି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ର ତଦନ୍ତ କରୁଛି l ଯୁ ବତି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି l

Leave A Reply

Your email address will not be published.