କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ସର୍ବସାଧାରଣ ରେ ମାସ୍କ ପରିଧାନ ବାଧ୍ୟତାମୂଳକ । ତା ସହ ୨ ମିଟର ସାମାଜିକ ଦୂରତା ପାଇଁ ନିର୍ଦ୍ଦେଶ । ବାହାରେ ଛେପ ପକାଇବା ମନା , ନିୟମିତ ହାତ ଧୋଇବାକୁ ପରାମର୍ଶ । କରୋନା ସଂକ୍ରମଣ ବଢିବାରୁ କଟକଣା ଲଗାଇଲା ବିଏମସି ।
Sign in
Sign in
Recover your password.
A password will be e-mailed to you.