ଶିଖପାଲି ସମବାୟ ସମିତି ନିର୍ବାଚନ ରେ ନିର୍ଦ୍ଵନ୍ଦରେ ସଭାପତି ଅରକ୍ଷିତ ଓ ମାଳତୀ ଉପସଭାପତି ଭାବରେ ନିର୍ବାଚିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ର ସିକପାଲି ସମବାୟ ସମିତି ନିର୍ବାଚନରେ ନିର୍ଦ୍ଵନ୍ଦରେ ରେ ବିଜେଡି ସମର୍ଥିତ ସଭାପତି ଭାବରେ ଅରକ୍ଷିତ ନାୟକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବରେ ମାଳତୀ କବ।ସି ନିର୍ବାଚିତ ହୋଇଛନ୍ତି । ବିଜୟ ପ୍ର।ଥି ଙ୍କୁ ବିଜେଡି ପୋକ୍ଷ ରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହି ଅବସରରେ ବିଜୁ ଜନତା ଦଳ ର ବରିଷ୍ଟ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡ଼ କ।ମି,ଜିଲ୍ଲା ସାଙ୍ଗ ଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି,ବରିଷ୍ଟ ଆଇନଜୀବୀ ଲମ୍ବୋଦର ତୁରୁକ୍, ବିଜୁଯୁବ ସଭାପତି ଆଡ୍ ମା ର।ୱା,ଯୁବ ନେତା ରବି ରାଜେଶ୍,ଅମରେଶ ମିର୍ଦ୍ଧା,ସୁକେସ ମିର୍ଦ୍ଧା, ପ୍ରମୁଖ ବିଜେଡ଼ି ନେତୃ ବର୍ଗ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.