
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବଡ଼ଚଣା ବ୍ଲକ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଏହି ଶିବିରରେ ଯାଜପୁର Pd ଯୋଗ ଦେଇଥିଲେ । ନବ-ନିର୍ବାଚିତ ସରପଞ୍ଚ, ଜିଲ୍ଲାପରିଷଦଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଆଗାମୀ ଦିନରେ ସରପଞ୍ଚ ମାନେ ନିଜ ପଂଚାୟତ ମାନଙ୍କରେ ମନେରଗା ଯୋଜନାରେ କେଉଁଭଳି ସଫଳ ରୂପାୟନ ହୋଇ ପାରିବ, ପ୍ରତେକ ଯୋଗ୍ୟ ହିତାଧିକାରୀ ମାନେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇପାରିବେ । ଏହାସହ ସରକାରଙ୍କ ସମସ୍ତ 7ଯୋଜନା ଲୋକଙ୍କ ପାଖରେ ପହଁଚିପାରିବ ସେଥିପାଇଁ ଜନ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ