mobile header

ପୋଲିସକୁ ମିଳିଲା ଶର୍ମିଷ୍ଠାଙ୍କ କାର

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସକୁ ଆଉ ଏକ ପ୍ରମାଣ ମିଳିଛି। ଭୁବନେଶ୍ୱରରୁ ଶର୍ମିଷ୍ଠା ରାଉତଙ୍କ କାର ପୋଲିସକୁ ମିଳିଛି। ମାନସଙ୍କ ଅପହରଣରେ ଏହି କାର୍‌ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି ।


ଖବର ଅନୁଯାୟୀ, କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପ୍ରତିଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୋମବାର ଏହତ୍ୟାକାଣ୍ଡରେ ମମ୍ପୃକ୍ତି ଅଭିଯୋଗରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଗିରଫ କରାଯାଇଥିଲା। ହେଲେ ଏବେ ଯାଏ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କର କୌଣସି ଖବର ମଳିନାହିଁ।

Leave A Reply

Your email address will not be published.