mobile header

ଭୁବନେଶ୍ୱରରୁ ମିଳିଲା ୬ ମଣିଷ ଖପୁରୀ ଓ କଙ୍କାଳ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ସ୍ଥିତ ଇଞ୍ଜଣା ପୋଲ ତଳୁ କେତେକ ମଣିଷ ଖପୁରୀ ଏବଂ କଙ୍କାଳ ଉଦ୍ଧାର କରାଯାଇଛି । ପ୍ରାୟ ୬ଟି ଖପୁରୀ ସହ ଏକାଧିକ କଙ୍କାଳ ଉଦ୍ଧାର ଠାବ କରାଯାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ତେବେ ଏତେ ସଂଖ୍ୟକ ନର କଙ୍କାଳ କୁଆଡ଼ୁ ଆସିଲା ତାହା ସ୍ପଷ୍ଟ ହୋଇନାଥିବା ବେଳେ କୌଣସି କାରଣରୁ ଏହା ଗଣ ଅପରାଧର ପୃଷ୍ଠଭୂମିକୁ ଦର୍ଶାଉନି ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଠୋସ୍ ତଦନ୍ତ ନହେଲେ ପ୍ରକୃତ ଘଟଣା ସାମ୍‌ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.