mobile header

ମନ୍ତ୍ରୀ ପ୍ରତାପ ଜେନାଙ୍କ ବଦାନ୍ୟତା ; ଦିବ୍ୟାଙ୍ଗଙ୍କୁ ଦେଲେ ୩୦ଟି ଟ୍ରାଇ ମୋଟର ସାଇକଲ

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୩୦ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି । ଉତ୍କଳ ଦିବସ ଅବସରରେ ମାହାଙ୍ଗା ଅଳିଯୋଡ଼ା ସ୍ଥିତ ନିଜ ବାସଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମାହାଙ୍ଗା ବ୍ଲକର ୧୯ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ଦିବ୍ୟାଙ୍ଗଙ୍କୁ ଏହି ମୋଟର ସାଇକଲ ପ୍ରଦାନ କରିଛନ୍ତି। ପାଖାପାଖି ୩୦ ଲକ୍ଷ ଟଙ୍କା ବ୍ୟୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଜଣ ଦିବ୍ୟାଙ୍ଗଙ୍କୁ ଟିଭିଏସ କମ୍ପାନୀର ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି।

Leave A Reply

Your email address will not be published.