mobile header

ବିଧାୟକଙ୍କ କାର୍‌କୁ ଢେଲାମାଡ଼, ପିଏସ୍‌ଓଙ୍କୁ କାର୍‌ରୁ ଘୋଷାଡ଼ି ଛେଚିଲେ

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ସମାପ୍ତ ହୋଇଯାଇଛି । ମାତ୍ର ରାଜନୈତିକ ହିଂସା ଗୋଟିକ ପରେ ଗୋଟିଏ ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ଜଣେ ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଛି ।

ଜଣାପଡ଼ିଛି ଯେ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ କିଛି ଯୁବକ ଆକ୍ରମଣ କରିଛନ୍ତି । ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥର ବୁର୍ଡା ଛକରେ ଏହି କାଣ୍ଡ ଘଟିଛି । ବିଧାୟକଙ୍କ ଗାଡ଼ି ଉପରକୁ ଦୁଇଜଣ ଯୁବକ ଢେଲା ପଥର ମାଡ଼ କରିଥିଲେ ।

Leave A Reply

Your email address will not be published.