mobile header

ମିଛ ବାହାଘର . ଡାକ୍ତର ଆଶିଷ ପଟ୍ଟନାୟକ ଗିରଫ

ଡାକ୍ତର ଏକ ହେଲେ ପତ୍ନୀ ଅନେକ । ମିଛ ବାହାଘର ଅଭିଯୋଗରେ ଗିରଫ ହେଲେ ଡାକ୍ତର । ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କଲା ପୋଲିସ । ତେବେ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି । ପାହାଳ ନିକଟସ୍ଥ ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଡାକ୍ତରଙ୍କ ବିରୋଧରେ ମିଛ ବାହାଘର ଯୋଗେ ପତ୍ନୀଙ୍କୁ ଠକିଥିବା ଅଭିଯୋଗ ରହିଛି ।

Leave A Reply

Your email address will not be published.