ଘଟଣା ଘଟିଛି ନୟାଗଡ ଜିଲ୍ଲାର ଚାନ୍ଦପୁରରେ । ଯୁଗଳ କାଣ୍ଡି ନାମ୍ନୀ ଜଣେ ବୃଦ୍ଧ ଚାନ୍ଦପୁର ଇନ୍ଦିରା ଆବାସ କଲୋନୀରେ ରୁହନ୍ତି । ଯୁଗଳ କାଣ୍ଡିଙ୍କର ଦେହ ଅସୁସ୍ଥ ହେବାରୁ ମେଡିକାଲ ଯିବା ପାଇଁ ପଇସା ଅଭାବରୁ ଆମ୍ବୁଲାନ୍ସ ନ ପାଇ ଶେଷରେ ଟ୍ରଲିରେ ମେଡିକାଲ ଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
Sign in
Sign in
Recover your password.
A password will be e-mailed to you.
Prev Post