mobile header

ମିଳିଲା ନାହିଁ ଆମ୍ବୁଲାନ୍ସ, ଟ୍ରଲି ଗାଡ଼ିରେ ବୁହାହେଲେ ୭୫ ବର୍ଷୀୟ ରୋଗୀ

ଘଟଣା ଘଟିଛି ନୟାଗଡ ଜିଲ୍ଲାର ଚାନ୍ଦପୁରରେ । ଯୁଗଳ କାଣ୍ଡି ନାମ୍ନୀ ଜଣେ ବୃଦ୍ଧ ଚାନ୍ଦପୁର ଇନ୍ଦିରା ଆବାସ କଲୋନୀରେ ରୁହନ୍ତି । ଯୁଗଳ କାଣ୍ଡିଙ୍କର ଦେହ ଅସୁସ୍ଥ ହେବାରୁ ମେଡିକାଲ ଯିବା ପାଇଁ ପଇସା ଅଭାବରୁ ଆମ୍ବୁଲାନ୍ସ ନ ପାଇ ଶେଷରେ ଟ୍ରଲିରେ ମେଡିକାଲ ଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

Leave A Reply

Your email address will not be published.