mobile header

ମାନବିକତା ଦେଖାଇଲେ ମାଲକାନଗିରି ପୌରାଧକ୍ଷ ଶ୍ରୀ ମନୋଜ ବାରିକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ
ମୋଟୁ ଅଞ୍ଚଳ ର ପୁସୁଗୁଡା ଠାରେ ଶ୍ଵାମିସ୍ତ୍ରୀ ଗଣ୍ଡଗୋଳ ରେ ସ୍ତ୍ରୀ ଗୁରୁତର | ଅନୁପ ରାୟ ନିଜ ସ୍ତ୍ରୀ ଆଶା ରାୟ ଙ୍କୁ ମାଡ଼ ମାରିବାରୁ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ଗ୍ରମବ।ସି ଆ ଛଡ଼ା ଛଡ଼ି କରି ଗୁରୁତର ସ୍ତ୍ରୀ କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସ। ପାଇଁ ପଠାଯାଇଥିଲା ।ଖବର ପାଇ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ ବାରିକ ଡାକ୍ତର ଖାନ। ରେ ପହଞ୍ଚି ଡାକ୍ତର ସହ ଆଲୋଚନା କରି ଡାକ୍ତରଙ୍କ ପରାମର୍ସି ନେଇ ଉଚ୍ଚ ଚିକିତ୍ସାୟା ପାଇଁ ଆଶା ରାୟ ଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତରୀତ କରିଲେ |ଏହିଅବସର ରେ ସମାଜସେବୀ ତଥା ବିଜେଡି କର୍ମୀ କେ. ରାହୁଲ,୧୫ ନମ୍ବର ୱାର୍ଡ କାଉନସିଲର ବିକାଶ ଦାସ ,ପୂର୍ବତ୍ତନ କାଉନସିଲର ସୂକ୍ଷଦେବ ବୈରାଗୀ ଓ ଜ଼ିଲ୍ଲା ଯୁବ ସମ୍ପାଦକ ସୁରେନ୍ଦ୍ର ବେମାଲ ପ୍ରମୁଖ ସାହାଜ୍ୟ କରିଥିଲେ ।

Leave A Reply

Your email address will not be published.