mobile header

ଭାରସାମ୍ୟ ହରାଇ ଡ୍ରେନକୁ ଖସିଲା ଯାତ୍ରୀବାହି ବସ….

ଡ୍ରାଇଭର ସମେତ 35ଜଣ ଯାତ୍ରୀ ସୁରକ୍ଷିତ…

ହରଭଙ୍ଗା :16/05.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼ ଫାଣ୍ଡି ଅଧିନସ୍ଥ 57ନଂ ଜାତୀୟ ରାଜପଥ ମାଧପୁର ନିକଟରେ ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଡ୍ରେନ କୁ ଖସିଯାଇଥିଲା!ସୂଚନା ମତେ ଗତ କାଲି ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବା OD.02. AP -8199ନଂ ଥିବା ସାରଳା ନାମକ ଏକ ଘରୋଇ ବସ ମାଧପୁର ନିକଟରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ତଳ ଡ୍ରେନ ଭିତରକୁ ଖସିଯାଇଥିଲା!ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ରୁ 35ଜଣ ଯାତ୍ରୀ ମରଣ ମୁହଁ ରୁ ଅଳ୍ପକେ ବଞ୍ଚିଯାଇଥିଲେ!

Leave A Reply

Your email address will not be published.